top of page
ବଞ୍ଚିବାର କଳା ହିଁ ହେଉଛି ଶ୍ରେଷ୍ଠ କଳା ( Letters to His Schools )
असली कीमत
₹330.00
बिक्री मूल्य
₹198.00
ବଞ୍ଚିବାର କଳା ହିଁ ହେଉଛି ଶ୍ରେଷ୍ଠତମ କଳା; ମଣିଷ ଯେତେ ଯାହା ଜିନିଷ ସର୍ଜନା କରିଛି, ମନ ସାହାଯ୍ୟରେ ହେଉ କି ହାତ ସାହାଯ୍ୟରେ ହେଉ, ସେ ସବୁଠାରୁ ଏହା ମହତ୍ତର; ପୁଣି ଯେତେ ଯାହା ଧର୍ମଶାସ୍ତ୍ର ଅଛି ଓ ସେସବୁର ଦେବଦେବୀ – ସେ ସମସ୍ତଙ୍କଠାରୁ ମଧ୍ୟ ଏହା ମହତ୍ତର। ସମ୍ପୂର୍ଣ୍ଣ ମୁକ୍ତ ଅବସ୍ଥା ରହିଲେ ଯାଇ ବଞ୍ଚିବାର ଏହି କଳାଟି ଫୁଟିଥାଏ। ବଞ୍ଚିବାର ଏହି କଳା ମାଧ୍ୟମରେ କେବଳ ଏକ ନୂତନ ସଂସ୍କୃତିର ସୂତ୍ରପାତ ଘଟିପାରେ। ଏହା ପ୍ରତ୍ୟେକ ଶିକ୍ଷକଙ୍କର ଦାୟିତ୍ଵ , ବିଶେଷ କରି ଏହି ସ୍କୁଲମାନଙ୍କରେ ଯେପରି ସେମାନେ ଏହାର ପ୍ରବର୍ତ୍ତନ କରିବେ।
मात्रा







